26.1 C
bhubaneswar,in
Saturday, September 12, 2026

ବିଜେପିର ଗୁମର ଖୋଲିଲେ ଲେଖାଶ୍ରୀ ସାମନ୍ତସିଂହାର

ଓଡିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୈାଣସି ତଥ୍ୟ ଆଧାରରେ ମିଛ, ଭିତିହୀନ ଏବଂ ନିରାଧାର ଅଭିଯୋଗ ଆଣନ୍ତି, ଯାହା ସେମାନଙ୍କର...

ବିଜେପିର ମୁସଲିମ ମତ ମରୀଚିକା

ଦେଶର ସବୁ ରାଜନୈତିକ ଦଳ ୨୦୦୪ ନବ ନିର୍ବାଚନରେ ବିଜୟୀ ହେବାପାଇଁ ମୁସଲିମ ସମାଜର ତୁଷ୍ଟିକରଣ ଲାଗି ପ୍ରୟାସ କରି ଆସିଛନ୍ତି । ଅତୀତରେ କଂଗ୍ରେସ, ସମାଜବାଦୀ ପାର୍ଟି ପରି ବର୍ତ୍ତମାନର ବିଜେପି...

ଘରେ ଘରେ ତ୍ରିରଙ୍ଗା ଅଭିଯାନ

ଭାରତ ୭୫ତମ ସ୍ୱାଧୀନତାର ବାର୍ଷିକୀ ପାଳନ କରିବାକୁ ଯିବାବେଳେ ଚଳିତବର୍ଷ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବାକୁ ନିଜ ଦେଶବାସୀଙ୍କୁ ଯେଉଁ ଆହ୍ୱାନ ଦେଇଛନ୍ତି ତାହା ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।...

ଉତ୍ପାଦନ କ୍ଷେତ୍ରରେ ନାଲକୋର ସର୍ବକାଳୀନ ରେକର୍ଡ। ଆର୍ଥିକ ବର୍ଷ ୨୦୨୨-୨୩ ରେ୧୪,୨୫୫ କୋଟିର ମୋଟ ଆୟ ସହ ୧,୫୪୪...

 କେନ୍ଦ୍ରଖଣିମନ୍ତ୍ରଣାଳୟଅଧିନସ୍ଥନବରତ୍ନଉଦ୍ୟୋଗନ୍ୟାସନାଲଆଲୁମିନିୟମ୍କମ୍ପାନୀଲିମିଟେଡ଼(ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ର ଫଳାଫଳଘୋଷିତହୋଇଛି।କମ୍ପାନୀ ସମସ୍ତ ବ୍ୟବସାୟିକ ୟୁନିଟରେ ଉନ୍ନତ ପ୍ରଦର୍ଶନ କରିବା ସହ ସର୍ବାଧିକ ବାର୍ଷିକଉତ୍ପାଦନଏବଂବିକ୍ରୟକ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି। ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା...

ମୋଦୀଙ୍କ ପାଇଁ କଷ୍ଟକର ସମୟ

ଚଳିତବର୍ଷ ତୃତୀୟ ଥର ପାଇଁ ସରକାରକୁ ଆସିଥିଲେ ମଧ୍ୟ ବର୍ତ୍ତମାନର କେନ୍ଦ୍ର ସରକାର ଯେ ସ୍ୱାଭାବିକ ଢଙ୍ଗରେ କାର୍ଯ୍ୟ କରିପାରୁନାହାନ୍ତି ତାହା ଯେ କେହି କହିବ । କାରଣ କଠୋର ନିଷ୍ପତ୍ତି ନେବାପାଇଁ...

ପାକିସ୍ଥାନର ଭାରତ ବିରୋଧୀ ଷଡଯନ୍ତ୍ର

ଆମେରିକାରେ ଭାରତକୁ ଘେରିବା, ଭାବମୂର୍ତ୍ତି ଖରାପ କରିବା ଲକ୍ଷ୍ୟରେ ପାକିସ୍ଥାନ ତରଫରୁ ଯେଉଁସବୁ ପ୍ରକଳ୍ପ ଚାଲୁରହିଛି ତନ୍ମଧ୍ୟରେ ପ୍ରମୁଖ ଦୁଇଟି ହେଲା ଜଷ୍ଟିସ ଫର ଅଲ୍ ଏବଂ ସାଉଣ୍ଡ ଭିଜନ ସଂଗଠନ ।...

ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ – ୧୭୧୩.୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ

୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ...

ଆରବରେ ଭାରତୀୟ ବସ୍ତୁ ବର୍ଜନ ଅଭିଯାନ

ନିକଟରେ ବିଜେପିର ନେତ୍ରୀ ନୂପୁର ଶର୍ମା ଏବଂ ନେତା ନବୀନ କୁମାର ଜିନ୍ଦଲଙ୍କ ଇସଲାମ ସଂପର୍କୀତ ମନ୍ତବ୍ୟକୁ କେନ୍ଦ୍ର କରି ଦେଶ ଓ ଦେଶ ବାହାରେ ଏକ ସଂଗଠିତ ଢଙ୍ଗରେ ଭାରତ ବିରୋଧୀ...

ଜାମାଇକାରେ ରାଷ୍ଟ୍ରପତି

କୌଣସି ଦେଶ ଛୋଟ କିମ୍ବା ବଡ ହୋଇପାରେ, ଜନସଂଖ୍ୟା ଅଳ୍ପ-ବେଶି ହୋଇପାରନ୍ତି, କିନ୍ତୁ ଜାତିସଂଘ ଦୃଷ୍ଟିରୁ ପ୍ରତ୍ୟେକ ଦେଶପାଇଁ ଗୋଟିଏ ଭୋଟ ଥିବା ହେତୁ କେହି ଗୌଣ ନୁହନ୍ତି । ସେହିପରି ଏକ...

ହିନ୍ଦୁରାଷ୍ଟ୍ରର ବାସ୍ତବତା

ସ୍ୱାଧୀନତା ପରେ ଭାରତର ବିଭାଜନକୁ ଲକ୍ଷ୍ୟ କରି ବିଶିଷ୍ଟ କ୍ରାନ୍ତିକାରୀ ଏବଂ ଆଧ୍ୟାତ୍ମିକଗୁରୁ ଶ୍ରୀ ଅରବିନ୍ଦ ଭାରତର ଅଖଣ୍ଡତା ଏବଂ ଭବିଷ୍ୟତ ବିଷୟରେ ଯେଉଁ ବକ୍ତବ୍ୟ ରଖିଥିଲେ ତାହା ସେତେବେଳେ ଅନେକଙ୍କୁ ବିସ୍ମିତ...

Latest article

State parties never lose relevance in India

The continued presence and influence of state parties are a natural and important feature of India’s democratic and federal political system. Regional Political Parties (state...

Is Cockroach Janta Party led ‘GenZ’ protest a success story?

Born of a satirical meme, the CJP in its early days displayed hyperpolitical characteristics, especially in its refusal of representation by political parties. CJP...

Youth Unemployment: A Crisis

Nelson Mandela, 1993 Nobel Peace Prize winner, once said, “The youth of today are the leaders of tomorrow.” This is a popular quotation, which...