24.1 C
bhubaneswar,in
Tuesday, October 27, 2026

ଦୂରସଞ୍ଚାର ବିଭାଗର ନାଁ ନେଇ ଲୋକଙ୍କୁ ମୋବାଇଲ ନମ୍ବର ବନ୍ଦ କରିବା ଲାଗି ଧମକ ଦେଉଥିବା କଲ୍ ସମ୍ପର୍କରେ...

ଦେଶରେ ନାଗରିକମାନଙ୍କୁ ଏପରି କେତେକ କଲ୍ ଆସୁଛି ଯେଉଁଥିରେ ଦୂରସଞ୍ଚାର ବିଭାଗ ନାମରେ କଲ୍ କରୁଥିବା ବ୍ୟକ୍ତିମାନେ ସେମାନଙ୍କର ସମସ୍ତ ମୋବାଇଲ୍ ନମ୍ବର ବନ୍ଦ ହୋଇଯିବ ବୋଲି ଧମକ ଦେଉଛନ୍ତି କିମ୍ବା କିଛି...

ଖଲାସ ମାର୍ଗରେ ଖାଲିସ୍ଥାନୀ

ଗତ କିଛି ଦିନ ମଧ୍ୟରେ ଭାରତ ବାହାରେ ଭାରତର ବିରୋଧୀମାନେ ମୃତୁ୍ୟମୁଖରେ ପଡିବା ଦେଖାଯାଉଛି । ବିଶେଷକରି ପାକିସ୍ଥାନ, କାନାଡା ଏବଂ ବ୍ରିଟେନରେ ଥିବା ଖାଲିସ୍ଥାନୀ ନେତାମାନେ ଶିକାର ହୋଇଛନ୍ତି । ବିଗତ...

ଆଫ୍ରିକାର ଚିନ୍ତା ଅଲ୍-ଶବାବ

ଆଫ୍ରିକା ମହାଦେଶ ପାଇଁ ମୁସଲିମ ସନ୍ତ୍ରାସବାଦ ଚିନ୍ତାର ବିଷୟ ହୋଇ ରହିଛି । ଭିନ୍ନ ଭିନ୍ନ ରାଷ୍ଟ୍ରରେ ଅଲ୍-ଶବାବ ସନ୍ତ୍ରାସବାଦୀ ରକ୍ତମୁଖା ହୋଇ ଗଣହତ୍ୟା ଘଟାଇ ·ଲିଛନ୍ତି । ଏହିକ୍ରମରେ ସୋମାଲିଆର ରାଜଧାନୀ...