ଉତ୍ପାଦନ କ୍ଷେତ୍ରରେ ନାଲକୋର ସର୍ବକାଳୀନ ରେକର୍ଡ। ଆର୍ଥିକ ବର୍ଷ ୨୦୨୨-୨୩ ରେ୧୪,୨୫୫ କୋଟିର ମୋଟ ଆୟ ସହ ୧,୫୪୪ କୋଟିର ନିଟ୍ ଲାଭ।

0
517

 କେନ୍ଦ୍ରଖଣିମନ୍ତ୍ରଣାଳୟଅଧିନସ୍ଥନବରତ୍ନଉଦ୍ୟୋଗନ୍ୟାସନାଲଆଲୁମିନିୟମ୍କମ୍ପାନୀଲିମିଟେଡ଼(ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ର ଫଳାଫଳଘୋଷିତହୋଇଛି।କମ୍ପାନୀ ସମସ୍ତ ବ୍ୟବସାୟିକ ୟୁନିଟରେ ଉନ୍ନତ ପ୍ରଦର୍ଶନ କରିବା ସହ ସର୍ବାଧିକ ବାର୍ଷିକଉତ୍ପାଦନଏବଂବିକ୍ରୟକ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି।
ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା ଫଳାଫଳ ଅନୁଯାୟୀ, ନାଲକୋଆର୍ଥିକ ବର୍ଷ ୨୦୨୨-୨୩ ରେ ୧୫୪୪ କୋଟି ଟଙ୍କାର ନିଟ ଲାଭ ସହସମୁଦାୟ ୧୪,୨୫୫କୋଟିରମୋଟଆୟ କରିଛି।
ମାର୍ଚ୍ଚ୨୦୨୩ ରେ ଶେଷହୋଇଥିବାଚତୁର୍ଥତ୍ରୈମାସିକରେ କମ୍ପାନୀର ନିଟ୍ଲାଭ୫୨୨ କୋଟି ଟଙ୍କା ହୋଇଥିବାବେଳେଆର୍ଥିକବର୍ଷ ୨୦୨୨-୨୩ର ତୃତୀୟତ୍ରୈମାସରେନିଟ ଲାଭ ୨୭୪କୋଟିଟଙ୍କା ଥିଲା।
ଉଲ୍ଲେଖଯୋଗ୍ୟ ଯେ,ଉତ୍ପାଦନ ଖର୍ଚ୍ଚ ବୃଦ୍ଧି,ବିଶ୍ୱବାଣିଜ୍ୟିକକାରବାରରେଦେଖାଦେଉଥିବା ବିଭିନ୍ନ ପ୍ରତିବନ୍ଧକ, ଯୋଗାଣ-ଚାହିଦା ଏବଂ ବଜାର ଅସ୍ଥିରତା ଯୋଗୁଁକମ୍ପାନୀରଲାଭପରିମାଣପ୍ରଭାବିତହୋଇଛି।ଏସବୁସତ୍ତ୍ୱେମଧ୍ୟକମ୍ପାନୀବ୍ୟବସାୟର ବିଭିନ୍ନ ଦିଗରେଉଲ୍ଲେଖନୀୟଅଭିବୃଦ୍ଧିହାସଲକରିଛି।
ନାଲକୋଆର୍ଥିକବର୍ଷ୨୦୨୨-୨୩ରେଏହାର ବ୍ୟବସାୟିକଉତ୍କର୍ଷରଯାତ୍ରାରେନିଜର ଅଭିବୃଦ୍ଧିଜାରିରଖିଅଛି।ସମସ୍ତ ୟୁନିଟରେ ଉନ୍ନତ ପ୍ରଦର୍ଶନ ସହ ସର୍ବାଧିକ ୭୫.୫୧ ଲକ୍ଷ ଟନ୍ ର ବକ୍ସାଇଟ୍ ଉତ୍ତୋଳନ ଏବଂ ୨୧.୦ ଲକ୍ଷ ଟନ୍ ର ନେମ ପ୍ଳେଟ କ୍ଷମତାକୁ ଅତିକ୍ରମ କରି ୧୦୧.୧ ପ୍ରତିଶତ କ୍ଷମତା ପ୍ରଦର୍ଶନ ସହ ୨୧.୨୩ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ ଉତ୍ପାଦନ କରାଯାଇଛି।ସ୍ମେଲ୍ଟର ପ୍ଳାଣ୍ଟ ରେ ପୂର୍ଣ୍ଣ କ୍ଷମତା ସହ କ୍ରମାଗତ ଭାବେ ଦ୍ଵିତୀୟ ବର୍ଷ ପାଇଁ ୯୬୦ଟି ପଟ୍ କାର୍ୟ୍ୟକ୍ଷମ ହେବା ସହ ୪.୬ଲକ୍ଷ ଟନ୍ ର ଧାତୁ ଉତ୍ପାଦନ କରାଯାଇଛି।
ଠିକ ସେହିଭଳି, ବିକ୍ରୟକ୍ଷେତ୍ରରେନାଲକୋସର୍ବକାଳୀନ ସର୍ବାଧିକ ୪.୬୪ ଲକ୍ଷଟନ୍ଧାତୁବିକ୍ରୟରରେକର୍ଡ ହାସଲକରିଛି, ଯେଉଁଥିରେସର୍ବୋଚ୍ଚଘରୋଇଧାତୁବିକ୍ରୟମଧ୍ୟଅନ୍ତର୍ଭୁକ୍ତ।

ଶ୍ରୀଶ୍ରୀଧରପାତ୍ର, ସିଏମଡି, ନାଲକୋ କହିଛନ୍ତିଯେବାର୍ଷିକ ଫଳାଫଳଗୁଡିକଉଲ୍ଲେଖନୀୟ ପରିଚାଳନାଗତ ପ୍ରଦର୍ଶନ, ବ୍ୟବସାୟିକ ତଥା ବିକ୍ରୟ କ୍ଷେତ୍ରରେ ଦୃଢ କାର୍ୟ୍ୟଦକ୍ଷତା ଏବଂଅଭିବୃଦ୍ଧିଦ୍ୱାରାସମ୍ଭବ ହୋଇପାରିଛି।କଞ୍ଚାମାଲରସଦୂପଯୋଗଏବଂବିଭିନ୍ନ ବ୍ୟୟ ସଞ୍ଚୟ ପଦକ୍ଷେପଦ୍ଵାରା କମ୍ପାନୀ ଲାଭାନ୍ଵିତ ହୋଇଛି।ଆମେ କମ୍ପାନୀର ଉତ୍ତମ ଭବିଷ୍ୟତଏବଂ ଅଭିବୃଦ୍ଧି ନିମନ୍ତେ ଆଶାବାଦୀଓ ସର୍ବଦା ପ୍ରତିଶ୍ରୁତିବଦ୍ଧବୋଲିସେକହିଛନ୍ତି।
ବର୍ତ୍ତମାନ ସମୟରେ କମ୍ପାନୀ ଏହାର୫ମ ଷ୍ଟ୍ରିମ୍ରିଫାଇନାରୀପ୍ରକଳ୍ପରଶୀଘ୍ରସମାପ୍ତି ଏବଂ ଓଡ଼ିଶାରଉତ୍କଳଡିଏବଂଇକୋଇଲାବ୍ଲକରବିକାଶଉପରେ ଗୁରୁତ୍ତ୍ଵ ଦେଉଛି।ପ୍ରତିକୂଳବଜାରପରିସ୍ଥିତିକୁ ସାମ୍ନା କରିବାରେ, ଉଦୀୟମାନସୁଯୋଗ ନିମନ୍ତେ ପୁଞ୍ଜିନିବେଶ ଏବଂହିତାଧିକାରୀମାନଙ୍କୁଦୀର୍ଘକାଳୀନମୂଲ୍ୟପ୍ରଦାନକରିବାରେଏହିପ୍ରକଳ୍ପ ଗୁଡ଼ିକଏକପ୍ରମୁଖଭୂମିକାଗ୍ରହଣକରିବବୋଲିଶ୍ରୀପାତ୍ରଆଶା ପ୍ରକଟ କରିଛନ୍ତି।

LEAVE A REPLY