ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ – ୧୭୧୩.୬୫ କୋଟି ଟଙ୍କାର ୧୪ଟି ପ୍ରକଳ୍ପକୁ ଅନୁମୋଦନ
୧୨୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (ଏସ୍ଏଲ୍ଏସଡବ୍ଲ୍ୟୁସିଏ) ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ...
କ୍ଷୁଦ୍ର ଜଳସେଚନ ସିଭିଲ ଇଞ୍ଜିନିୟରମାନଙ୍କ ଦକ୍ଷତା ବୃଦ୍ଧି ପାଇଁଜଳ ସମ୍ପଦ ବିଭାଗ ଏବଂ ରୁର୍କି ଆଇଆଇଟି ସହ ବୁଝାମଣାପତ୍ର...
ଜଳସମ୍ପଦ ବିଭାଗ ଅଧିନସ୍ଥ କ୍ଷୁଦ୍ର ଜଳସେଚନ ସଂଗଠନର ସିଭିଲ ଇଞ୍ଜିନିୟରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟ ଉନ୍ନୟନ କମିଶନର-ତଥା-ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ଓଡ଼ିଶା...
ଖଲାସ ମାର୍ଗରେ ଖାଲିସ୍ଥାନୀ
ଗତ କିଛି ଦିନ ମଧ୍ୟରେ ଭାରତ ବାହାରେ ଭାରତର ବିରୋଧୀମାନେ ମୃତୁ୍ୟମୁଖରେ ପଡିବା ଦେଖାଯାଉଛି । ବିଶେଷକରି ପାକିସ୍ଥାନ, କାନାଡା ଏବଂ ବ୍ରିଟେନରେ ଥିବା ଖାଲିସ୍ଥାନୀ ନେତାମାନେ ଶିକାର ହୋଇଛନ୍ତି । ବିଗତ...
ତାଞ୍ଜାନିଆରେ ଜୟଶଙ୍କର
ଭାରତର ବିଦେଶମନ୍ତ୍ରୀ ଜୁନ ମାସରେ ଆଫ୍ରିକାର ଦୁଇଟି ଦେଶ ଗସ୍ତ କରିବା ପରେ ଚଳିତ ଜୁଲାଇ ମାସର ପ୍ରଥମ ସପ୍ତାହରେ ·ରିଦିନିଆ ଗସ୍ତରେ ତାଞ୍ଜାନିଆକୁ ଯାଇ ୬ ଜୁଲାଇ ଦିନ ଜାଞ୍ଜିବର ଦ୍ୱୀରରେ...
ବସ୍ ଷ୍ଟାଣ୍ଡକୁ ଆଉ ପୁନଃ କାର୍ଯ୍ୟକ୍ଷମ କରିବା ଚିନ୍ତା ପରିହାର କରି ସେହି ପ୍ରକଳ୍ପକୁ ସବୁ ଦିନ ପାଇଁ...
ବ୍ରହ୍ମପୁର : ବୃହତ ଯୋଜନା ଓ ମେଗା ଶିଳ୍ପ ଏବଂ ଭିତ୍ତିଭୂମି ଭିତ୍ତିକ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବ୍ରହ୍ମପୁର ସହର ପରିଧି ମଧ୍ୟରେ ଯଥେଷ୍ଟ ସରକାରୀ ଓ ବେସରକାରୀ ଜାଗାର...
ଗଞ୍ଜାମ ଜିଲ୍ଲାର ୧୩ ଟି ଚିକିତ୍ସାଳୟ ର ଖୁବ୍ ଶୀଘ୍ର ହେବ ରୂପାନ୍ତରୀତକରଣ
ଗଞ୍ଜାମ ଜିଲ୍ଲାରେ ୫-ଟି ଅନ୍ତର୍ଗତ ମୋ ହସ୍ପିଟାଲ ଗୁଡିକର ରୂପାନ୍ତରୀତକରଣ ଯଥାଶୀଘ୍ର ଶେଷ କରିବା ନେଇ ଆଭାସୀ ବୈଠକ ମାଧ୍ୟମରେ ଗଞ୍ଜାମ ଜିଲ୍ଲା୍ପାଳ ଦିବ୍ୟ ଜ୍ୟୋତି ପରିଡା ଗୁରୁତ୍ବ ଦେଇଛନ୍ତି । ଆଗାମୀ...
ଗଞ୍ଜାମ ବିଜେଡିର ଜିଲ୍ଲା କାର୍ଯ୍ୟନିର୍ବାହୀ କାରିଣୀ ସଦସ୍ୟ ଭାବେ କାଉନସିଲର ଅଶୋକ କୁମାର ମହାଙ୍କୁଡ ମନୋନୀତ
ପୁରୁଷୋତ୍ତମପୁ ଆସନ୍ତା ସାଧାରଣ ନିର୍ବାଚନକୁ ଦୁଷ୍ଟି ରଖି ବିଜେଡି ସୁପ୍ରିମ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ବିଜେଡିର ସାଙ୍ଗଠନିକ ପ୍ରକ୍ରିୟାକୁ ତୃଣମୂଳ ସ୍ତରରେ ଦଳକୁ ଅଧିକ ସୁଦୃଢ ସହ ପୂଣି...
ଉତ୍ପାଦନ କ୍ଷେତ୍ରରେ ନାଲକୋର ସର୍ବକାଳୀନ ରେକର୍ଡ। ଆର୍ଥିକ ବର୍ଷ ୨୦୨୨-୨୩ ରେ୧୪,୨୫୫ କୋଟିର ମୋଟ ଆୟ ସହ ୧,୫୪୪...
କେନ୍ଦ୍ରଖଣିମନ୍ତ୍ରଣାଳୟଅଧିନସ୍ଥନବରତ୍ନଉଦ୍ୟୋଗନ୍ୟାସନାଲଆଲୁମିନିୟମ୍କମ୍ପାନୀଲିମିଟେଡ଼(ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ର ଫଳାଫଳଘୋଷିତହୋଇଛି।କମ୍ପାନୀ ସମସ୍ତ ବ୍ୟବସାୟିକ ୟୁନିଟରେ ଉନ୍ନତ ପ୍ରଦର୍ଶନ କରିବା ସହ ସର୍ବାଧିକ ବାର୍ଷିକଉତ୍ପାଦନଏବଂବିକ୍ରୟକ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି।
ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା...
ଫିଜିରେ ବିଜି ଜୟଶଙ୍କର
ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଭାରତ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଫିଜିକୁ ତିନିଦିନିଆ ଗସ୍ତରେ ଯାଇଥିଲେ । ଫିଜିରେ ୧୨ଶ ବିଶ୍ୱ ହିନ୍ଦୀ ସମ୍ମେଳନରେ ଅତିଥିଭାବେ...
ଦଳୀୟ ଆଧାରରେ ଏବଂ ଶାସକ ବିଜେଡିର ନେତା ଓ ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ୩ ଲକ୍ଷରୁ ଉଦ୍ଧ୍ୱର୍ ଅଯୋଗ୍ୟ...
ରାଜ୍ୟରେ ଜଣେ ହେଲେ ବାସହୀନ ରହିବେ ନାହିଁ ଏବଂ ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବାର ଦାୟୀତ୍ୱ ନେଇଛନ୍ତି କେନ୍ଦ୍ରରେ ମୋଦି ସରକାର । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏକ ବହୁ ଆକାଂକ୍ଷିତ...












































