29.1 C
bhubaneswar,in
Thursday, April 24, 2025

ଏବେ ମଧ୍ୟ ସାମ୍ରାଜ୍ୟବାଦୀ ମାନସିକତାର ନିଶାରେ ବ୍ରିଟେନ

ବୋଧ ହୁଏ ବ୍ରିଟିଶ ମାନଙ୍କର ସାମ୍ରାଜ୍ୟବାଦୀ ମାନସିକତାର ହ୍ୟାଙ୍ଗ ଓଭର ଏବେ ମଧ୍ୟ ରହିଛି । ସେମାନେ ପୂର୍ବରୁ କହୁଥିଲେ ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ । ବୋଧ...

ମଣ୍ଡିର ଅବ୍ୟବସ୍ଥା ନେଇ ବିଜେପିର ରଣହୁଙ୍କାର ରାଜ୍ୟ ସରକାର ଚାଷୀମାରଣ ଯଜ୍ଞ ଆରମ୍ଭ କରିଛନ୍ତି

 ଓଡ଼ିଶା ଚାଷ ବହୁଳ ରାଜ୍ୟ । ଚାଷୀ ମୁଣ୍ଡ ଝାଳ ତୁଣ୍ଡରେ ମାରି ବର୍ଷର ରୋଜଗାର ଏବଂ ପରିବାର ଚଳାଇବା, ପିଲାଙ୍କୁ ପାଠ ପଢାଇବା, ବିବାହ-ବ୍ରତ ଇତ୍ୟାଦି ପାଇଁ ଧାନ ବିକ୍ରି କରିବାକୁ...

ଅଶାନ୍ତିର ମେରୁରେ ପେରୁ

ଲାଟିନ ଆମେରିକାର ପଶ୍ଚିମ ଉପକୂଳର ଦେଶ ପେରୁ ଏବେ ଅଶାନ୍ତିର ମେରୁ ଉପରେ ଛିଡା ହୋଇଛି । ବାରମ୍ବାର ଦେଶର ନେତୃତ୍ୱ ବଦଳିବା ଲୋକମାନଙ୍କ ଅଶାନ୍ତିକୁ ବଢାଇ ଦେଇଛି । ୭ ଡିସେମ୍ବର...

କାଶ୍ମିର ମାର୍ଗରେ ମେଘାଳୟ

ଉତ୍ତର ପୂର୍ବାଞ୍ଚଳର ଏକ ଛୋଟ ଜନଜାତିବହୁଳ ରାଜ୍ୟ ମେଘାଳୟ । ମେଘର ଘର ବୋଲି କୁହାଯାଉଥିବା ଏହି ରାଜ୍ୟରେ ରହିଛି ଚେରାପୁଞ୍ଜି ପରି ସର୍ବାଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳ । ୨୧ ଜାନୁଆରୀ...

ଅର୍ଥନୀତି ପାଇଁ ଭଲ ସମୟ

ପୃଥିବୀରେ କୋରୋନା ପର ଯୁଦ୍ଧ ପରିସ୍ଥିତିରେ ଅନେକ ଦେଶର ଅର୍ଥନୀତି ପାଇଁ ସମୟ କଷ୍ଟକର ହୋଇଛି । କେଉଁଠି ଯୋଗାଣ ଅଭାବରୁ ଅନେକ କାରଖାନା ବନ୍ଦ ରହିଛି, ପୁଣି କେଉଁଠି ଯୁଦ୍ଧ ପାଇଁ...

ସଙ୍କଟରେ ବଲିଉଡ

ମୁମ୍ବାଇର ହିନ୍ଦୀ ସିନେମା ଶିଳ୍ପ ବଲିଉଡ ଭାବେ ଦେଶ ବିଦେଶରେ ପରିଚିତ । ଏଠି ଗେଟୱେ ଅଫ୍ ଇଣ୍ଡିଆ ପରି ଗେଟୱେ ଅଫ୍ ଲାଇଫ୍ ରହିଥିବା କୁହାଯାଏ । ଥରେ ଯିଏ ବଲିଉଡରେ...

ଆଫ୍ରିକାର ଚିନ୍ତା ଅଲ୍-ଶବାବ

ଆଫ୍ରିକା ମହାଦେଶ ପାଇଁ ମୁସଲିମ ସନ୍ତ୍ରାସବାଦ ଚିନ୍ତାର ବିଷୟ ହୋଇ ରହିଛି । ଭିନ୍ନ ଭିନ୍ନ ରାଷ୍ଟ୍ରରେ ଅଲ୍-ଶବାବ ସନ୍ତ୍ରାସବାଦୀ ରକ୍ତମୁଖା ହୋଇ ଗଣହତ୍ୟା ଘଟାଇ ·ଲିଛନ୍ତି । ଏହିକ୍ରମରେ ସୋମାଲିଆର ରାଜଧାନୀ...

ହିନ୍ଦୁରାଷ୍ଟ୍ରର ବାସ୍ତବତା

ସ୍ୱାଧୀନତା ପରେ ଭାରତର ବିଭାଜନକୁ ଲକ୍ଷ୍ୟ କରି ବିଶିଷ୍ଟ କ୍ରାନ୍ତିକାରୀ ଏବଂ ଆଧ୍ୟାତ୍ମିକଗୁରୁ ଶ୍ରୀ ଅରବିନ୍ଦ ଭାରତର ଅଖଣ୍ଡତା ଏବଂ ଭବିଷ୍ୟତ ବିଷୟରେ ଯେଉଁ ବକ୍ତବ୍ୟ ରଖିଥିଲେ ତାହା ସେତେବେଳେ ଅନେକଙ୍କୁ ବିସ୍ମିତ...

ପାକିସ୍ଥାନର ଭାରତ ବିରୋଧୀ ଷଡଯନ୍ତ୍ର

ଆମେରିକାରେ ଭାରତକୁ ଘେରିବା, ଭାବମୂର୍ତ୍ତି ଖରାପ କରିବା ଲକ୍ଷ୍ୟରେ ପାକିସ୍ଥାନ ତରଫରୁ ଯେଉଁସବୁ ପ୍ରକଳ୍ପ ଚାଲୁରହିଛି ତନ୍ମଧ୍ୟରେ ପ୍ରମୁଖ ଦୁଇଟି ହେଲା ଜଷ୍ଟିସ ଫର ଅଲ୍ ଏବଂ ସାଉଣ୍ଡ ଭିଜନ ସଂଗଠନ ।...

ଘରେ ଘରେ ତ୍ରିରଙ୍ଗା ଅଭିଯାନ

ଭାରତ ୭୫ତମ ସ୍ୱାଧୀନତାର ବାର୍ଷିକୀ ପାଳନ କରିବାକୁ ଯିବାବେଳେ ଚଳିତବର୍ଷ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡାଇବାକୁ ନିଜ ଦେଶବାସୀଙ୍କୁ ଯେଉଁ ଆହ୍ୱାନ ଦେଇଛନ୍ତି ତାହା ସବୁଠି ଚର୍ଚ୍ଚାର ବିଷୟ ହୋଇଛି ।...
- Advertisement -

Latest article

Is Odia tough to translate: A Cultural Imperative

Odia literature, with its 2000-year-old history, has been rightly accorded the status of a Classical Language. This recognition validates its antiquity and richness and...

Caught in Turmoil

  Conscience voting by BJD MPs in the Rajya Sabha on the Waqf (Amendment) Bill has taken many senior leaders of the party by surprise....

ଓ୍ବାମ୍ !: ଭାରତର ମାଙ୍ଗା ଏବଂ ଆନିମି ବିପ୍ଳବ

ରେଶମ ତଲୱାର ସବୁବେଳେ ସ୍ୱରର ଶକ୍ତିରେ ବିଶ୍ୱାସ କରିଆସିଛନ୍ତି। ଜଣେ ଦୃଷ୍ଟି ବାଧିତ କଳାକାର ଭାବରେ, ସେ ଜାଣିଥିଲେ ଯେ ତାଙ୍କ ସ୍ୱର କେବଳ ଶବ୍ଦ ମାତ୍ର ନୁହେଁ, ଏହା ଭାବପ୍ରବଣତା, ନିଜକୁ...