27.1 C
bhubaneswar,in
Thursday, April 17, 2025

ପୁତିନଙ୍କ ତୃତୀୟ ବିଶ୍ୱଯୁଦ୍ଧ ଧମକ

ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ୧୬ ମାର୍ଚ୍ଚରେ ଘୋଷିତ ରାଷ୍ଟ୍ରପତି ନିର୍ବାଚନରେ ପୁନର୍ବାର ୬ବର୍ଷ ପାଇଁ ବିଜୟୀ ହୋଇଛନ୍ତି । ତାଙ୍କର ଏହି ବିଜୟ ପରେ ସେ ଷ୍ଟାଲିନଙ୍କ ଅଧିକ ଦିନ ଶାସନରେ...

ଖଲାସ ମାର୍ଗରେ ଖାଲିସ୍ଥାନୀ

ଗତ କିଛି ଦିନ ମଧ୍ୟରେ ଭାରତ ବାହାରେ ଭାରତର ବିରୋଧୀମାନେ ମୃତୁ୍ୟମୁଖରେ ପଡିବା ଦେଖାଯାଉଛି । ବିଶେଷକରି ପାକିସ୍ଥାନ, କାନାଡା ଏବଂ ବ୍ରିଟେନରେ ଥିବା ଖାଲିସ୍ଥାନୀ ନେତାମାନେ ଶିକାର ହୋଇଛନ୍ତି । ବିଗତ...

ତାଞ୍ଜାନିଆରେ ଜୟଶଙ୍କର

ଭାରତର ବିଦେଶମନ୍ତ୍ରୀ ଜୁନ ମାସରେ ଆଫ୍ରିକାର ଦୁଇଟି ଦେଶ ଗସ୍ତ କରିବା ପରେ ଚଳିତ ଜୁଲାଇ ମାସର ପ୍ରଥମ ସପ୍ତାହରେ ·ରିଦିନିଆ ଗସ୍ତରେ ତାଞ୍ଜାନିଆକୁ ଯାଇ ୬ ଜୁଲାଇ ଦିନ ଜାଞ୍ଜିବର ଦ୍ୱୀରରେ...

ଉତ୍ପାଦନ କ୍ଷେତ୍ରରେ ନାଲକୋର ସର୍ବକାଳୀନ ରେକର୍ଡ। ଆର୍ଥିକ ବର୍ଷ ୨୦୨୨-୨୩ ରେ୧୪,୨୫୫ କୋଟିର ମୋଟ ଆୟ ସହ ୧,୫୪୪...

 କେନ୍ଦ୍ରଖଣିମନ୍ତ୍ରଣାଳୟଅଧିନସ୍ଥନବରତ୍ନଉଦ୍ୟୋଗନ୍ୟାସନାଲଆଲୁମିନିୟମ୍କମ୍ପାନୀଲିମିଟେଡ଼(ନାଲକୋ) ପକ୍ଷରୁ ଆର୍ଥିକ ବର୍ଷ ୨୦୨୨-୨୩ ର ଫଳାଫଳଘୋଷିତହୋଇଛି।କମ୍ପାନୀ ସମସ୍ତ ବ୍ୟବସାୟିକ ୟୁନିଟରେ ଉନ୍ନତ ପ୍ରଦର୍ଶନ କରିବା ସହ ସର୍ବାଧିକ ବାର୍ଷିକଉତ୍ପାଦନଏବଂବିକ୍ରୟକ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି। ନିର୍ଦ୍ଦେଶକ ମଣ୍ଡଳୀ ବୈଠକରେ ରେକର୍ଡ ହୋଇଥିବା...

ଫିଜିରେ ବିଜି ଜୟଶଙ୍କର

ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଭାରତର ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଭାରତ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଫିଜିକୁ ତିନିଦିନିଆ ଗସ୍ତରେ ଯାଇଥିଲେ । ଫିଜିରେ ୧୨ଶ ବିଶ୍ୱ ହିନ୍ଦୀ ସମ୍ମେଳନରେ ଅତିଥିଭାବେ...

ଏବେ ମଧ୍ୟ ସାମ୍ରାଜ୍ୟବାଦୀ ମାନସିକତାର ନିଶାରେ ବ୍ରିଟେନ

ବୋଧ ହୁଏ ବ୍ରିଟିଶ ମାନଙ୍କର ସାମ୍ରାଜ୍ୟବାଦୀ ମାନସିକତାର ହ୍ୟାଙ୍ଗ ଓଭର ଏବେ ମଧ୍ୟ ରହିଛି । ସେମାନେ ପୂର୍ବରୁ କହୁଥିଲେ ବ୍ରିଟିଶ ସାମ୍ରାଜ୍ୟରେ ସୂର୍ଯ୍ୟ କେବେ ଅସ୍ତ ହୁଏ ନାହିଁ । ବୋଧ...

୨୦୧୪ ପରଠାରୁ ଉତ୍ତର ପୂର୍ବାଞ୍ଚଳରେ ଶାନ୍ତିର ଯୁଗ ଆରମ୍ଭ ହୋଇଛି, ନାଗରିକଙ୍କ ମୃତ୍ୟୁ ସଂଖ୍ୟା ୮୦% ହ୍ରାସ, ୬୦୦୦...

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର କହିଛନ୍ତି ଯେ, ଭାରତ ସରକାର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛନ୍ତି । ସରକାରଙ୍କ ଆତଙ୍କବାଦ ମୁକାବିଲା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ...

କାଶ୍ମିର ମାର୍ଗରେ ମେଘାଳୟ

ଉତ୍ତର ପୂର୍ବାଞ୍ଚଳର ଏକ ଛୋଟ ଜନଜାତିବହୁଳ ରାଜ୍ୟ ମେଘାଳୟ । ମେଘର ଘର ବୋଲି କୁହାଯାଉଥିବା ଏହି ରାଜ୍ୟରେ ରହିଛି ଚେରାପୁଞ୍ଜି ପରି ସର୍ବାଧିକ ବୃଷ୍ଟିପାତ ହେଉଥିବା ଅଞ୍ଚଳ । ୨୧ ଜାନୁଆରୀ...

ଅର୍ଥନୀତି ପାଇଁ ଭଲ ସମୟ

ପୃଥିବୀରେ କୋରୋନା ପର ଯୁଦ୍ଧ ପରିସ୍ଥିତିରେ ଅନେକ ଦେଶର ଅର୍ଥନୀତି ପାଇଁ ସମୟ କଷ୍ଟକର ହୋଇଛି । କେଉଁଠି ଯୋଗାଣ ଅଭାବରୁ ଅନେକ କାରଖାନା ବନ୍ଦ ରହିଛି, ପୁଣି କେଉଁଠି ଯୁଦ୍ଧ ପାଇଁ...

ବଢୁଛି ଜାପାନର  ଯନ୍ତ୍ରଣା

  ଏସିଆର ପ୍ରମୁଖ ଦେଶଗୁଡିକ ମଧ୍ୟରେ ଜାପାନ ଏକ ବିକଶିତ ରାଷ୍ଟ୍ର  । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ  ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇ ମଧ୍ୟ ଜାପାନ ନିଜକୁ ଗଢିବା ଉଦ୍ୟମ ଏପର୍ଯ୍ୟନ୍ତ ଜାରି ରଖିଛି ...
- Advertisement -

Latest article

ଓ୍ବାମ୍ !: ଭାରତର ମାଙ୍ଗା ଏବଂ ଆନିମି ବିପ୍ଳବ

ରେଶମ ତଲୱାର ସବୁବେଳେ ସ୍ୱରର ଶକ୍ତିରେ ବିଶ୍ୱାସ କରିଆସିଛନ୍ତି। ଜଣେ ଦୃଷ୍ଟି ବାଧିତ କଳାକାର ଭାବରେ, ସେ ଜାଣିଥିଲେ ଯେ ତାଙ୍କ ସ୍ୱର କେବଳ ଶବ୍ଦ ମାତ୍ର ନୁହେଁ, ଏହା ଭାବପ୍ରବଣତା, ନିଜକୁ...

ବ୍ୟାଙ୍କିଙ୍ଗ, ଆର୍ଥିକ ସେବା ଏବଂ ବୀମା  କ୍ଷେତ୍ରରେ ସାଇବର ସୁରକ୍ଷାକୁ ସୁଦୃଢ କରିବା ପାଇଁ ପ୍ରଥମ ଡିଜିଟାଲ ଥ୍ରେଟ୍...

ଡିଜିଟାଲ ଥ୍ରେଟ୍ ରିପୋର୍ଟ ୨୦୨୪ର ଉନ୍ମୋଚନ ଅବସରରେ ଭାରତର ଆର୍ଥିକ ମେରୁଦଣ୍ଡର ସୁରକ୍ଷା ପାଇଁ ସମନ୍ୱିତ ସାଇବର ସୁରକ୍ଷା ଢାଞ୍ଚାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ ଏମଇଆଇଟିୱାଇ ସଚିବ ଏସ. କ୍ରିଷ୍ଣନ ରିପୋର୍ଟରେ...

Beware of Fraudulent Calls Impersonating TRAI

There have been several Media Reports in the recent times that the Consumers are being targeted through telephonic calls or messages by fraudsters posing...